Browsing Tag

mysterious stones

ଆଶ୍ଚର୍ଯ୍ୟ କରିଦେବା ଭଳି ଆମ ଦେଶରେ ରହିଛି ଏହି ସବୁ ବିଶାଳ ପଥର, ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ଆମର ପୃଥିବୀ ଅନେକ ଗୁଡ଼ିଏ ଅଜବ ଓ ରହସ୍ୟମୟ ଜିନିଷ ଭରପୁର ହୋଇ ରହିଛି । ଏସବୁ ବିଷୟରେ ଆମେ ପୁରାଣ ଶାସ୍ତ୍ରରେ ମଧ୍ୟ ପଢିଛେ । ସତରେ ଏହି ଅଦ୍ଭୁଦ ବସ୍ତୁ ଗୁଡ଼ିକ ଓ ସ୍ଥାନର ଅସ୍ତିତ୍ୱ ଉପରେ ଶୁଣିଲେ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏହି କ୍ରମରେ ଆଜି ଆପଣଙ୍କୁ ଦେଶର କିଛି ଚମତ୍କାରୀ…