କ’ଣ ସତରେ ନାଗ ମୃତ୍ୟୁର ପ୍ରତିଶୋଧ ନେଇଥାଏ ନାଗୁଣୀ? ଏହା ପଛରେ କ’ଣ କିଛି ସତ୍ୟତା
ଆପଣ ପ୍ରାୟତଃ ଫିଲ୍ମ ଏବଂ ସିରିଏଲରେ ଦେଖିଥିବେ ଯେ ଯଦି ନାଗକୁ ହତ୍ୟା କରାଯାଏ, ତେବେ ନାଗୁଣୀ ନିଶ୍ଚିତ ଭାବରେ ପ୍ରତିଶୋଧ ନେବାକୁ ଆସିଥାଏ । ଏହି କଥା ଓ ଚିତ୍ରକୁ ଆପଣ ମାନେ ବହୁତ ହିଁ ଉପଭୋଗ କରନ୍ତି ଆଉ ତାକୁ ନେଇ ମନରେ ପ୍ରଶ୍ନ ବି ଆସେ କ'ଣ ସତରେ ଏମିତି ହୋଇଥାଏ । ସାଧାରଣ ଲୋକଙ୍କ ମନରେ…