ନନ୍ଦନକାନନ ହେବ ବିଶ୍ବ ସ୍ତରୀୟ ‘ଜୁ’
ଭୁବନେଶ୍ୱର : ଆସନ୍ତାକାଲି ନନ୍ଦନକାନନର ପ୍ରତିଷ୍ଠା ଦିବସ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ ଭବନରେ ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନନ୍ଦନ କାନନକୁ ବିଶ୍ବ ସ୍ତରୀୟ ''ଜୁ'' କରିବା ପାଇଁ ଯୋଜନା ରହିଛି । ନନ୍ଦନ କାନନର ପ୍ରତିଷ୍ଠା ଦିବସରେ…