ନନ୍ଦନ କାନନରେ ଦୁଇଟି ପିଲାଙ୍କୁ ଜନ୍ମ ଦେଲା ଆଫ୍ରିକୀୟ ମାଙ୍କଡ଼ ମାର୍ମୋସେଟ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଗୋଟିଏ ଆଫ୍ରିକୀୟ ମାଙ୍କଡ଼ ମାର୍ମୋସେଟ୍‌ ଦୁଇଟି ପିଲାଙ୍କୁ ଜନ୍ମ ଦେଇଛି । ତେବେ ସେଥି ମଧ୍ୟରୁ ମା ମାଙ୍କଡ଼ ଗୋଟିକୁ ଗ୍ରହଣ କରି ନେଇଥିବା ବେଳେ ଅନ୍ୟଟିକୁ ପ୍ରତ୍ୟାଖ୍ୟାନ କରିଛି ।

MARMOSET-2

ଗ୍ରହଣ କରିନଥିବା ଛୁଆଟିକୁ ନନ୍ଦନ କାନନ କର୍ତ୍ତୃପକ୍ଷ ନେଇ ତାର ଯତ୍ନ ନେଉଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.