କାଲିଠାରୁ ପୁଣି ଖୋଲିବ ନନ୍ଦନ କାନନ, ଫନି ବନ୍ଦ କରି ଦେଇଥିଲା ୧୯ ଦିନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱର ନନ୍ଦନ କାନନରେ ସ୍ଥିତି ସ୍ୱାଭାବିକ ହୋଇଛି । ତେଣୁ ୧୯ ଦିନ ବନ୍ଦ ରହିବା ପରେ ପୁଣି ଆସନ୍ତାକାଲି ଠାରୁ ଖୋଲିବ ଏହି ପ୍ରାଣୀ ଉଦ୍ୟାନ । ଏହା ସହିତ ବଟାନିକାଲ ଗାର୍ଡନ୍‌ ମଧ୍ୟ କାଲି ଖୋଲିବ ବୋଲି ନନ୍ଦନ କାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.