Browsing Tag

naseem sah

ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କହିଲେ ଚାଲିଛି…

ଉର୍ବଶୀ ରୌତେଲା ଫିଲ୍ମ ନୁହେଁ ନିଜର ରିଲେସନସିପକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀଙ୍କ ନାମ ସବୁବେଳେ ଭାରତୀୟ କ୍ରିକେଟ ଟିମର ଖେଳାଳି ରିଷଭ ପନ୍ତଙ୍କ ସହିତ ଯୋଡା ହୁଏ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଥିବା ଲୁଚାଛପା ଝଗଡା ସମସ୍ତଙ୍କ ସାମ୍ନାକୁ ଆସିଛି। ପୂର୍ବରୁ…

ପାକିସ୍ତାନର ଯୁବ ପେସ୍‌ ବୋଲର୍‌ ନସିମ ପ୍ରେସ୍‌ମିଟ୍‌ରେ କାନ୍ଦିଲେ କାହିଁକି ?

କରାଚୀ : ଅନେକ ବର୍ଷ ବ୍ୟବଧାନରେ ପାକିସ୍ତାନରେ ଟେଷ୍ଟ କ୍ରିକେଟ୍‌ ଖେଳା ଯାଇଛି । ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଶ୍ରୀଲଙ୍କାକୁ ହରାଇଛି ପାକିସ୍ତାନ । ଦ୍ୱିତୀୟ ତଥା ଶେଷ ମ୍ୟାଚ୍‌ରେ ପାକିସ୍ତାନ ୨୬୩ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି । ପ୍ରାୟ ଦଶ ବର୍ଷ ପରେ ନିଜ ଘରୋଇ…