Browsing Tag

national moustache

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରନ୍ତୁ ମୋଦି ସରକାର, ଲୋକସଭାରେ କଂଗ୍ରେସର ଦାବି

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରାଯାଉ । ଲୋକସଭାରେ ଏଭଳି ଏକ ନିଆରା ଦାବି କରିଛି କଂଗ୍ରେସ୍ । ଏହା ସହ ପାକିସ୍ତାନ ମାଟିରେ ପଶି ତାଙ୍କର ବିମାନକୁ ଉଡାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପୁରସ୍କୃତ କରିବା ପାଇଁ ମଧ୍ୟ କହିଛନ୍ତି କଂଗ୍ରେସ୍ ନେତା ଅଧୀର ରଞ୍ଜନ…