Browsing Tag

National Sports Awards

କିଟ୍ ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର, ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

 ଭୁବନେଶ୍ବର : କିଟ୍ ୪ ଜଣ ଛାତ୍ରଛାତ୍ରୀ ପାଇଲେ ଜାତୀୟ କ୍ରୀଡ଼ା ପୁରସ୍କାର। ପାରା ଅଲିମ୍ପିଆନ ପ୍ରବୀଣ କୁମାର ଖେଳର ସର୍ବୋଚ୍ଚ ସମ୍ମାନ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।  ଏହାସହ ଅଲିମ୍ପିଆନ୍ ସନ୍ତରଣକାରୀ ସାଜନ ପ୍ରକାଶ, ଆଥଲେଟ୍ ଅନ୍ନୁ ରାନୀ ଓ ଜ୍ୟୋତି ୟାରାଜୀଙ୍କୁ ପ୍ରଦାନ…

ଜାତୀୟ କ୍ରୀଡ଼ା ପୁରସ୍କାର: ଦୁଇ ବ୍ୟାଡ୍‌ମିଣ୍ଟନ ଖେଳାଳି ପାଇବେ ଖେଳରତ୍ନ, ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ…

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌ଙ୍କୁ ପ୍ରଦାନ…

ଆଜି ଅପରାହ୍ନ ୪ଟା ୩୦ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ । ଅପରାହ୍ନ ୪ଟା ୩୦ରେ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତବର୍ଷ ୧୨ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ । ପ୍ରଥମ ଓଡ଼ିଆ ଭାବେ ଖେଳରତ୍ନ ପୁରସ୍କାର ଗ୍ରହଣ କରିବେ ପ୍ରମୋଦ…

ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତି ଚାନ୍ଦ ଓ ବୀରେନ୍ଦ୍ରଙ୍କ ନାମ ସୁପାରିସ୍

ଭୁବନେଶ୍ୱର, (କେ ନ୍ୟୁଜ) : ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁଇ ଜଣ କ୍ରୀଡ଼ାବିତଙ୍କ ନାମ ଭାରତ ସରକାରଙ୍କୁ ସୁପାରିସ କରାଯାଇଛି। ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଆଥଲେଟ୍ ଦୂତି ଚାନ୍ଦ ଏବଂ ଅର୍ଜୁନ ପୁରସ୍କାର ପାଇଁ ହକି ଖେଳାଳି ବୀରେନ୍ଦ୍ର…