କନ୍ଧମାଳରେ ସିନେମା ସୁଟିଂର ଅପାର ସମ୍ଭାବନା, ଆଗାମୀ ଦିନରେ କନ୍ଧମାଳକୁ ନେଇ ନିର୍ମାଣ ହେବ ଚଳଚିତ୍ର
କେନ୍ୟୁଜ୍(ବ୍ୟୁରୋ): ଘଞ୍ଚ ବାନାନୀ ସାଙ୍ଗକୁ ପର୍ବତମାଳା । ଝରଣା ଓ ଜଳପ୍ରପାତରେ ପରିପୂର୍ଣ୍ଣ । ସେହିପରି ଜାତୀୟ ରାଜପଥ କଡ଼େ କଡ଼େ ପାହାଡ଼ ସାଙ୍ଗକୁ ଶାଳବଣ । ଏହାସହ ପାଇନ ବଣର ପ୍ରାକୃତିକ ସୌନ୍ଦର୍ଯ୍ୟ । ଏପରି ସୌନ୍ଦର୍ଯ୍ୟତା ରହିଛି ପ୍ରାକୃତିକ ପରିବେଶରେ ପରିବେଷ୍ଟିତ କନ୍ଧମାଳ ଜିଲ୍ଲାରେ…