Below header
Browsing Tag

naveen pattanaik

ରାଷ୍ଟ୍ରପତି ନିର୍ବାଚନ ନେଇ ମମତାଙ୍କ ମେଳିକୁ ଗଲାନି ବିଜେଡି, ଜାତୀୟ ରାଜନୀତିର ନଜର ଏବେ ବିଜେଡି ସୁପ୍ରିମୋଙ୍କ ଉପରେ

କେନ୍ୟୁଜ୍(ବ୍ୟୁରୋ):  ପୁଣିଥରେ ଦେଖିବାକୁ ମିଳିବ କି ନବୀନଙ୍କ ଚକମା ? ରାଷ୍ଟ୍ରପତି ନିର୍ବାଚନରେ କଣ ରହିବ ବିଜେଡିର ଆଭିମୁଖ୍ୟ? କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଟେଲିଫୋନରେ ନବୀନଙ୍କ ସହ ଆଲୋଚନା କରିବା ପରେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି। ୨୦୧୨ରେ ନବୀନ…

ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମା’, ୨୦ଟି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ବ୍ୟାଙ୍କ କରେସପଣ୍ଟେଟ ହେବେ ମିଶନ ଶକ୍ତି ମାଆ। ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସମ୍ପର୍କରେ ୨୦ଟି ବିଭାଗର ସମୀକ୍ଷା କରିଥିଲେ ନବୀନ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ…

ପୋଲିସ, ଦମକଳ ଓ ଆମ୍ବୁଲାନ ସେବା ପାଇଁ ଡାଏଲ୍‌ କରନ୍ତୁ ୧୧୨

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀହେଲା ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର। ଏଣିକି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨। ରାଜ୍ୟବାସୀଙ୍କ ଅତ୍ୟାବଶକ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ…

ନବୀନ ନରମ , ଧର୍ମେନ୍ଦ୍ର ଗରମ : ହେଲିକପ୍ଟର ଯାଞ୍ଚ ବେଳେ ଏମିତି ଘଟିଥିଲା ଘଟଣା

ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ରାଉରକେଲାରେ ଫ୍ଲାଇଂ ସ୍କ୍ଵାଡ୍ ତାଙ୍କ ହେଲିକପ୍ଟରକୁ ତନ୍ନ ତନ୍ନ କରି ଯାଞ୍ଚ କଲେ। ଏହି ଖବର ଯେତିକି ଚର୍ଚ୍ଚା ନୁହେଁ, ବେଶୀ ଆଲୋଚନା ହେଉଛି ନବୀନଙ୍କ ଶାନ୍ତ ଓ ସରଳ ସ୍ୱଭାବକୁ ନେଇ। ସେତେବେଳେ ହେଲିକପ୍ଟର ଭିତରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲା ଗସ୍ତ : ବାଙ୍କବିଜାଠାରେ ବିଜୁ ଯୁବବାହିନୀ ସମାବେଶରେ ଯୋଗ ଦେବେ

କୋରାପୁଟ (କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋରାପୁଟ ଜିଲ୍ଲା ଗସ୍ତ । ଜୟପୁର ନିକଟ ବାଙ୍କବିଜାଠାରେ ବିଜୁ ଯୁବବାହିନୀ ସମାବେଶରେ  ଯୋଗ ଦେବେ । ଏହାସହ ରାଣିଗଡ଼ଠାରେ ୧ହଜାର ୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତେଲିଙ୍ଗିର ମଧ୍ୟମ ଜଳ ସେଚନ ପ୍ରକଳ୍ପର ଉଦ୍ଘାଟନ…

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି, ଜାଣନ୍ତୁ ହେଲା କେତେ

ଭୁବନେଶ୍ବର (କେନ୍ୟୁଜ୍) : ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି ଓ ହେଲପରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୬ ହଜାର ଟଙ୍କାରୁ ୭ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି।…

ରାଜଧାନୀରେ ୪୨ଫୁଟ ଉଚ୍ଚର ସହିଦ ସ୍ମାରକୀ ସ୍ତମ୍ଭ ନିର୍ମାଣ : ମୁଖ୍ୟମନ୍ତ୍ରୀ କରିବେ କଳସ ସ୍ଥାପନ

ଭୁବନେଶ୍ୱର : ସହିଦ ସ୍ମାରକୀ ସ୍ତମ୍ଭ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ସହିଦ ସ୍ମାରକୀସ୍ଥଳରୁ ମାଟି ଆସିଛି । ସ୍ୱାଧୀନତା ସଂଗ୍ରାମୀ ପଡିଆରେ ୪୨ଫୁଟ ଉଚ୍ଚର ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କଳସ ସ୍ଥାପନ କରି ଏହାର ଶୁଭ ଦେବେ। କେନ୍ଦ୍ରାପଡ଼ା…

ନବୀନଙ୍କ ରାଜନୈତିକ ଜୀବନୀକୁ ନେଇ ଉନ୍ମୋଚନ ହେଲା ବହି

ଭୁବନେଶ୍ବର : ଆଉଟଲୁକର ସଂପାଦକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ହୋଇଛି । ଏହି ପୁସ୍ତକରେ ନବୀନଙ୍କର ୨୨ବର୍ଷର ରାଜନୈତିକ ଜୀବନୀ ଲିପିବଦ୍ଧ ହୋଇଛି । ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଜି ଅମିୟ ଭୂଷଣ…