ନବୀନଙ୍କ ରାଜନୈତିକ ଜୀବନୀକୁ ନେଇ ଉନ୍ମୋଚନ ହେଲା ବହି

ଭୁବନେଶ୍ବର : ଆଉଟଲୁକର ସଂପାଦକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ହୋଇଛି । ଏହି ପୁସ୍ତକରେ ନବୀନଙ୍କର ୨୨ବର୍ଷର ରାଜନୈତିକ ଜୀବନୀ ଲିପିବଦ୍ଧ ହୋଇଛି । ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଜି ଅମିୟ ଭୂଷଣ ତ୍ରିପାଠୀ ଯୋଗଦେଇଥିଲେ । ସମଗ୍ର ଭାରତ ବର୍ଷରେ ନବୀନ ଜଣେ ସ୍ୱତନ୍ତ୍ର ରାଜନେତା ବୋଲି ସେ ଅଭିହିତ କରିଥିଲେ । ବିଶେଷକରି ୨୦୧୯ରେ ମଧ୍ୟ ସେ ପୁଣିଥରେ କ୍ଷମତାକୁ ଆସିବାର ସମ୍ଭାବନା ରହିଥିବା ଅତିଥି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.