Browsing Tag

need help

ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବୃଦ୍ଧା, ପ୍ରତିଟି ମୁହୂର୍ତ୍ତ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ

ବାଂଶପାଳ (କେନ୍ୟୁଜ) : ହେ ଭଗବାନ, କେତେ ଆଉ ଦୁଃଖ ଦେବ। ସ୍ୱାମୀକୁ ତ ନେଇଗଲ, ପୁଅ ବୋହୂ ତ ଅଲଗା କରିଦେଲେ। କେଉଁଠି ଥିଲା କେଜାଣି ଏ ଘା ବି ଶାନ୍ତିରେ ଟିକେ ବଞ୍ଚାଇ ଦେଉନି। ଏ ହେଉଛି ଏହି ବୃଦ୍ଧା ଡମଣିଙ୍କ ଦୁର୍ଦ୍ଦଶାର କଥା। କେନ୍ଦୁଝର ବାଂଶପାଳ ଅଞ୍ଚଳର ଡମଣି। ୟାଙ୍କ ଦୁଃଖ ଶୁଣିଲେ ଆପଣ…

ଚାଟାର୍ଡ ଆକାଉଣ୍ଟାଟରେ ଟପ୍ପର, କିନ୍ତୁ ଆଗକୁ ପାଠ ପଢ଼ିବାକୁ ସାଥ୍ ଦେଉନି ଅର୍ଥ

ପଟାମୁଣ୍ଡାଇ (କେନ୍ୟୁଜ) : ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଚା ବାଲାଙ୍କ ପୁଅ ଚାଟାର୍ଡ ଆକାଉଣ୍ଟସ୍‌ରେ ଟପର ହୋଇଛନ୍ତି। ଏକଥା ତାର ବଡ଼ ପ୍ରମାଣ । ଗରିବ ପୁଅ ହୋଇବି ପାଇଛନ୍ତି ବଡ ସଫଳତା। କିନ୍ତୁ ତାଙ୍କର ଏହି ସଫଳତାରେ ସେ ଖୁସି ହେବେ ନା ଦୁଃଖ କରିବେ ଜାଣି…

ପାଠ ପଢି ଲୋକଙ୍କ ସେବା କରିବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଛି ଅର୍ଥ

ମୋହନା (କେନ୍ୟୁଜ) : ପାଠ ପଢି ବଡ ମଣିଷ ହୋଇ ଲୋକଙ୍କ ସେବା କରିବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଛି ଆର୍ଥିକ ପରିସ୍ଥିତି l ଅର୍ଥ ଅଭାବ ରୁ ପୂରଣ ହୋଇପାରୁନି ଉଚ୍ଚଶିକ୍ଷା। ପାଠ ପଢ଼ିବେ ଶିକ୍ଷା ଲାଭ କରି ବଡ ମଣିଷ ହେବେ। ଏଭଳି ସ୍ୱପ୍ନ ଅଛି ସୁନନ୍ତଙ୍କର। କିନ୍ତୁ ସବୁ ସ୍ୱପ୍ନ ତାଙ୍କର…

ମୋର ସାତଟି ଆଙ୍ଗୁଳି, ଅପରେସନ୍‌ ପାଇଁ ମୋତେ ସାହାଯ୍ୟ କର

ଶୈଶବରୁ ଦାଉ ସାଧିଲା ଦଇବ। ଏବେ ଖାଲି ସାହାଯ୍ୟକୁ ଭରସା। କାହିଁକିନା ଯିଏ ତାକୁ ସାହାଯ୍ୟ କରୁଥିଲେ ତାଙ୍କୁବି ଛଡାଇନେଲେ ବିଧାତା। କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡି ଗ୍ରାମରେ ମାମୁଁ ଘରେ ରୁହେ ଜମ୍ବୋବତୀ। ଜମ୍ବୋବତୀ ଜୀବନରେ ଦୁଃଖ ଯେମିତି ଲଦି ପଡିଛି। ଦୁର୍ଭାଗ୍ୟ ସହ ଅଭାବ ଏବେ ଭାରି…