କ୍ୟାନ୍ସର ରୋଗରୁ ମୁକ୍ତି ଦିଏ ନିମ ପତ୍ର, ଜାଣନ୍ତୁ ଆଶ୍ଚର୍ଯ୍ୟକର ଲାଭ
ଅନେକ ରୋଗକୁ ଭଲ କରିଥାଏ ନିମ। ଏହାର ଏମିତି ଅନେକ ଫାଇଦା ରହିଛି ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। ଆୟୁର୍ବେଦରେ ନିମକୁ ‘ସର୍ବ ରୋଗ ନିବାରିଣୀ’ କୁହାଯାଏ । ଆପଣଙ୍କର ପେଟ ସମସ୍ୟା ହେଉ କିମ୍ବା ଚର୍ମ ନିମ ଆପଣଙ୍କୁ ପ୍ରତ୍ୟେକ ରୋଗରୁ ସହଜରେ ମୁକ୍ତି ଦେଇପାରିବ ନିମ ପତ୍ର। ନିମ…