ଛାତ୍ରଛାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଏକାଧିକ ପରୀକ୍ଷା, NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା
ନୂଆଦିଲ୍ଲୀ : ଦେଶର ସମସ୍ତ ମେଡିକାଲ୍ ଏବଂ ଇଞ୍ଜିନିୟରିଂ ଆଶାୟୀଙ୍କ ପାଇଁ ବଡ଼ ଖବର। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ଏବେ ଗୋଟିଏ ପରୀକ୍ଷା ? ଆସୁଛି 'ୱାନ୍ ନେସନ୍, ୱାନ୍ ଏଗଜାମ୍' । NEET ଓ JEE ବଦଳରେ ଆସିପାରେ ଗୋଟିଏ ପରୀକ୍ଷା । ଏନେଇ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । କେନ୍ଦ୍ର ସରକାର…