Browsing Tag

NEET-PG counseling

ଆଜିଠାରୁ ଆରମ୍ଭ ହେବ NEET-PG କାଉନସେଲିଂ

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜିଠାରୁ ଆରମ୍ଭ ହେବ NEET-PG କାଉନସେଲିଂ । ୪ ମାସ ବିଳମ୍ବରେ ଆରମ୍ଭ ହେବ କାଉନସେଲିଂ । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂରେ ବିଳମ୍ବ ହେବାରୁ ନାମଲେଖା ହୋଇପାରିନଥିଲା। ଗତ ୭ ତାରିଖରେ NEET-PG କାଉନସେଲିଂ ପାଇଁ ସୁପ୍ରିମକୋର୍ଟ…