ତାଓ୍ଵା ବ୍ୟବହାର କରୁଥିଲେ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ଆସିବ ଆର୍ଥିକ ସମସ୍ୟା
ବାସ୍ତୁ ଶାସ୍ତ୍ରରେ ଘରର ସବୁ କାମକୁ ନେଇ ତାହାର ପ୍ରଭାବ ସମ୍ପର୍କରେ କୁହାଯାଇଥାଏ। ବାସ୍ତୁ ଅନୁସାରେ ଘରର ସ୍ଥାନ ଏବଂ ରଖିଥିବା ଜିନିଷକୁ ନେଇ ନିୟମ ରହିଛି। ଟିକେ ଭୁଲ ହେବା ମାତ୍ରେ ଅନେକ ଅସୁବିଧା ଉପୁଜେ। ଘରର ବାସ୍ତୁରେ ରୋଷେଇ ଘରକୁ ନେଇ ବେଶ ନିୟମ ରହିଛି। ଯାହା ଖୁବ ମହତ୍ତ୍ୱପୂର୍ଣ୍ଣ…