Browsing Tag

neglected women

କେନ୍ୟୁଜର ପ୍ରଭାବ : ରାସ୍ତାରେ ବୁଲୁଥିବା ଅସହାୟ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କଲେ ପ୍ରଶାସନ

ଗଂଜାମ (କେନ୍ୟୁଜ) : ମାନସିକ ଭାରସାମ୍ୟ ହରାଇ ପାଗଳି ଅବସ୍ଥାରେ ଏକ ବର୍ଷ ହେଲା ଗଂଜାମ ଜିଲ୍ଲା ଚିକିଟି- ଦିଗପହଣ୍ଡି ରାସ୍ତା ରତନେଶ୍ବରୀ ମନ୍ଦିର ସମ୍ମୁଖରେ ଏକ ବିଶ୍ରାମ ଗାର ମଧ୍ୟରେ ଜୀବନ ବିତାଉଥିବା କନକଲତା ପାଣିଗ୍ରାହୀଙ୍କୁ ପ୍ରଶାସନ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍ କେ…