Browsing Tag

net speed

ୱର୍କ ଫ୍ରମ ହୋମ ବେଳେ ସ୍ଲୋ ହେଉଛି କି ନେଟ୍, ଏହି ଉପାୟରେ ବଢ଼ାନ୍ତୁ ସ୍ପିଡ

କରୋନା ଭାଇରସ ଯୋଗୁ ୨୧ ଦିନ ପାଇଁ ସାରା ଭାରତ ବର୍ଷକୁ ଲକଡାଉନ କରିଦିଆଯାଇଛି। ଅଧିକାଂଶ ସରକାରୀ ଓ ବେସରକାରୀ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। ୱର୍କ ଫ୍ରମ ହୋମ କରିବା ବେଳେ ସ୍ପିଡ ନେଟ ଆବଶ୍ୟକ ହୋଇଥାଏ। ଏହାଦ୍ୱାରା କାମ ସହଜରେ ହୋଇପାରିବ। ଯଦି ଆପଣ ବି ଘରେ ରହି କାମ କରିବା ବେଳେ…