ଜିଲ୍ଲାପାଳଙ୍କୁ ଫୋନ୍ କରିବେ ବୋଲି ନେଟଓ୍ଵାର୍କ ପାଇଁ ପାହାଡ ଚଢିଲେ ନେତ୍ରୀ, ଜଣାଇଲେ ଲୋକଙ୍କ ସମସ୍ଯା
କୋରାପୁଟ(କେନ୍ଯୁଜ୍): ନେଟଓ୍ଵାର୍କ ପାଇଁ ପାହାଡ ଚଢିଲେ ନେତା । ଲୋକଙ୍କ ସମସ୍ୟା ପ୍ରଶାସନକୁ ଜଣାଇବା ପାଇଁ ଗାଁରେ ନାହିଁ ମୋବାଇଲ ଫୋନ ନେଟଓ୍ଵାର୍କ । ତେଣୁ ବାଧ୍ୟ ହୋଇ ପାହାଡ ଚଢିଲେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକରୁ ଏଭଳି ଘଟଣା ସାମ୍ନାକୁ…