ମା ପାଇଁ ଅଲୋଡା ହେଲା ଶିଶୁ : ଝାରଖଣ୍ଡରୁ ଛତିଶଗଡ଼ ଯାଉଥିବାବେଳେ ରାଉରକେଲା ସାନ ନୂଆଁଗାଁ ନିକଟରେ ଶିଶୁ ପୁତ୍ର ଜନ୍ମ…
ରାଉରକେଲା: ମା ପାଇଁ ଅଲୋଡା ହେଲା ତା ଛୁଆ। ହଜିଗଲା ମାଆର ମମତା। ନବଜାତ ଶିଶୁକୁ ଛାଡି ପଳାଇଲା ଜନ୍ମକଲା ମା। ଲକ୍ଡାଉନ୍ ଯୋଗୁଁ ଝାରଖଣ୍ଡରୁ ଛତିଶଗଡ଼ ଯାଉଥିଲେ ପ୍ରବାସୀ ଶ୍ରମିକ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଥିଲେ। ଯିଏ ରାଉରକେଲା ସାନ ନୂଆଁଗାଁ ନିକଟରେ ସେ ଏକ ଶିଶୁ ପୁତ୍ର…