Below header
Browsing Tag

new born dead body found

ଖୋର୍ଦ୍ଧା: ପରିତ୍ୟକ୍ତ କୂଅରୁ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା: ଆମ ସମାଜରେ ବର୍ତ୍ତମାନ ଅନେକ ସମୟରେ ଶିଶୁ ମାନଙ୍କ ପ୍ରତି ଅତ୍ୟାଚାର ହେଉଥିବାର ଦେଖିବାକୁ ମିଳୁଛି । କେତେବେଳେ ରାସ୍ତା କଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହେଉଛି ତ ଆଉ କେତେବେଳେ ଶରୀର ବିହୀନ ଶିଶୁର ମୁଣ୍ଡ ଠାବ ହେଉଛି । ଏହିଭଳି ଅନ୍ୟ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ…

ରାଜଧାନୀରେ ଚାଞ୍ଚଲ୍ଯ: ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା। ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ନିଳାଦ୍ରୀ ବିହାର ଅଞ୍ଚଳରେ । ଏହି ଅଞ୍ଚଳରେ ଏକ ନବଜାତର ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କେହି ନାଳ ଭିତରେ…