ଖୁସି ଖବର ! ଏଣିକି କ୍ୟାବ ଡ୍ରାଇଭରଙ୍କ ସହିତ ଆପଣ କରିପାରିବେ ମୂଲଚାଲ
ତୈଳ ଦର ବୃଦ୍ଧିକୁ ଆଖି ଆଗରେ ରଖି ଉବର କମ୍ପାନୀ ଭଡା ଦରକୁ ୧୨ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ନେଇ ଘୋଷଣା କରିଛି । ଯାହା ପରେ କାର୍ଲିଫର୍ନିଆର ରାଇଡ଼-ହେଲିଙ୍ଗ ପ୍ଲାଟ୍ଫର୍ମ ଇନଡ୍ରାଇଭର ଆପ ଏବାବଦରେ ସୂଚନା ଦେଇଛନ୍ତି । ପଶ୍ଚିମ ବଙ୍ଗର ରାଜଧାନୀ କୋଲକାତାରେ ଅନଲାଇନ କ୍ୟାବ ସେବା…