ଭୁବନେଶ୍ଵରରେ ପହଁଚିଲେ ନବନିଯୁକ୍ତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର
ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ନବନିଯୁକ୍ତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର। ଭୁବନେଶ୍ୱର ବିମାନ ବନ୍ଦରରେ ଜଷ୍ଟିସ ମୁରଲୀଧରଙ୍କୁ ସ୍ୱାଗତ କଲେ ଗୃହସଚିବ ସଞ୍ଜୀବ ଚୋପ୍ରା ଓ ଡିସିପି ଉମାଶଙ୍କର ଦାଶ। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି…