କାଶିବା ବେଳେ ନଜର ଆସୁଛି କି ଏସବୁ ଲକ୍ଷଣ, ସ୍ପଷ୍ଟ ହୋଇଯାଆନ୍ତୁ ଯେ ଆପଣ ଏବେ କରୋନା କବ୍ଜାରେ
କରୋନା ଭାଇରସ୍ର ଦ୍ୱିତୀୟ ଲହରୀ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ଏଣୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। କରୋନା କାଳରେ ଯଦି ଆପଣ ସାମାନ୍ୟ ଅସହଜ ମନେ କରୁଛନ୍ତି ତେବେ ଘରେ ରହି ନିଜ ଯତ୍ନ ନିଅନ୍ତୁ। ତେବେ ଯଦି କରୋନା କାଳରେ…