Browsing Tag

new covid rules for flyers

ଦୁଇଟି ଡୋଜ୍‌ ଟିକା ନେଇଥିବା ଯାତ୍ରୀଙ୍କ ପାଇଁ ଏହି ସବୁ ଦେଶ କଲେ କରୋନା RT-PCR ଟେଷ୍ଟରେ ଛାଡ

କରୋନା ସଂକ୍ରମଣ କମିବାର ନାଁ ଧରୁନି । ଗୋଟିଏ ପରେ ଗୋଟିଏ ନୂଆ ଭାରିଏଣ୍ଟ ବିଶ୍ୱରେ ଦେଖାଯାଉଛି । ନିକଟରେ ଓମିକ୍ରନ ଭାରିଏଣ୍ଟର ସଂକ୍ରମଣ ବିଶ୍ୱର ଅର୍ଦ୍ଧାଧିକ ଦେଶରେ ଜାରି ରହିଛି । ତେବେ ଏହା ଭିତରେ ଅନେକ ଦେଶ ନିଜ ଦେଶକୁ ବିମାନ ସେବା ବନ୍ଦ କରିଥିବା ବେଳେ ଅନ୍ୟ କିଛି ଦେଶ ଦେଶକୁ…