Browsing Tag

new iphone

iPhone 13 ଆସୁ ଆସୁ ଶସ୍ତା ହେଲା ଆଇଫୋନ୍‌ 12ର ମଡେଲ୍‌, ଦାମ୍‌ରେ ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ!

ଯେତେବେଳେ ବି ନୂଆ ଆଇଫୋନର ଲଞ୍ଚିଙ୍ଗ୍‌ ହୋଇଥାଏ, ତ ପୁରୁଣା ମଡେଲର ଦାମ୍‌ରେ ବଡ଼ ଧରଣର ହ୍ରାସ କରାଯାଇଥାଏ। ଏବେ iPhone 13ର ଲଞ୍ଚିଙ୍ଗ୍‌ ସହିତ ବି ଏମିତି ହୋଇଛି। ଆଇଫୋନ 13 ସିରିଜ୍‌ ଅଧୀନରେ iPhone 13 mini, iPhone 13, iPhone 13 pro, iPhone 13 pro max ଲଞ୍ଚ୍‌ ହୋଇଛି। ସେପଟେ…

ନୂଆ ଆଇଫୋନରେ ମିଳିବ ନାହିଁ ଚାର୍ଜିଙ୍ଗ ପୋର୍ଟ, ଏପରି କରିବାକୁ ପଡିବ ଆଇଫୋନ ଚାର୍ଜ

୨୦୨୧ ମସିହାରେ ଲଞ୍ଚ ହେବାକୁ ଯାଉଥିବା ଆପଲ ଆଇଫୋନରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୧ରେ ଲଞ୍ଚ ହେବାକୁ ଯାଉଥିବା ଆଇଫୋନର ଡିଜାଇନ ଏବଂ ସାଇଜକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା କିନ୍ତୁ ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନୂଆ…