Browsing Tag

new museum

ମୟୁରଭଞ୍ଜବାସୀଙ୍କ ସ୍ୱପ୍ନ ହେବ ପୂରଣ, ପ୍ରତିଷ୍ଠା ହେବ ରେଳ ଐତିହ୍ଯ ସଂଗ୍ରାଳୟ

ବାରିପଦା (କେନ୍ୟୁଜ) : ପୁଣି ଥରେ ଇତିହାସ ରଚିବ ମୟୁରଭଞ୍ଜ। ଦୀର୍ଘ ଦିନ ପରେ ପୂରଣ ହେବାକୁ ଯାଉଛି ମୟୁରଭଞ୍ଜ ବାସୀଙ୍କ ସ୍ୱପ୍ନ। ବାରିପଦା ଠାରେ ରାଜ୍ଯର ପ୍ରଥମ ଥର ପାଇଁ ପ୍ରତିଷ୍ଠା ହେବାକୁ ଯାଉଛି ରେଳ ଐତିହ୍ଯ ସଂଗ୍ରହାଳୟ। ଭଞ୍ଜବଂଶୀୟ ରାଜ ପରିବାରର କର୍ତ୍ତୀରାଜିକୁ ଦେଖିବାର ସୁଯୋଗ…