ଲାଇଭ୍ ହେଲା JioStar.com ୱେବସାଇଟ୍, ମାତ୍ର ୧୫ ଟଙ୍କାରୁ ଆରମ୍ଭ ହେଲା ପ୍ଲାନ୍ସ
ଶେଷରେ ରିଲାଏନ୍ସ ଜିଓ ଏବଂ ୱାଲ୍ଟ ଡିଜନିର Disney Star ମର୍ଜ ହୋଇଯାଇଛି । ଏହି ମର୍ଜ ସହିତ କମ୍ପାନୀ ବର୍ତ୍ତମାନ ମନୋରଞ୍ଜନ ପାଇଁ ଏକ ନୂତନ ୱେବସାଇଟ୍ ଲଞ୍ଚ କରିଛି । ନୂତନ ୱେବସାଇଟ୍ ହେଉଛି ଭାରତର ଦୁଇଟି ଲୋକପ୍ରିୟ OTT ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମା ଏବଂ ଜିଓ ହଟଷ୍ଟାରର ମିଳିତ…