Below header
Browsing Tag

new PCCF

ପିସିସିଏଫ୍‌ ଭାବେ ଦାୟିତ୍ୱ ନେଲେ ଦେବୀଦତ୍ତ ବିଶ୍ୱାଳ

ଭୁବନେଶ୍ୱର : ବରିଷ୍ଠ ଆଇଏଫ୍‌ଏସ୍‌ ଦେବୀଦତ୍ତ ବିଶ୍ୱାଳ ଓଡ଼ିଶାର ପିସିସିଏଫ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଦେବୀଦତ୍ତ ବିଶ୍ୱାଳ ପିସିସିଏଫ୍‌ ସହ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ…

ରାଜ୍ୟର ନୂଆ ପିସିସିଏଫ୍‌ ଭାବେ ନିଯୁକ୍ତ ହେଲେ ଶିଶିର କୁମାର ରଥୋ

ରାଜ୍ୟର ନୂଆ ପିସିସିଏଫ୍‌ ହେଲେ ଶିଶିର କୁମାର ରଥୋ । ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଶିଶିର କୁମାର ରଥୋ ହେଉଛନ୍ତି ୧୯୮୭ ବ୍ୟାଚ୍‌ ଆଇଏଫଏସ୍‌ । ବର୍ତ୍ତମାନ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। କେନ୍ଦ୍ର…