Below header
Browsing Tag

NIA identifies vehicle used in pulwama attack

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ସଫଳତା , ବିସ୍ଫୋରଣରେ ବ୍ୟବହୃତ କାର ଓ ମାଲିକଙ୍କ ପତ୍ତା ପାଇଲା ଏନଆଇଏ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ଏହାର ମାଲିକଙ୍କ ସୂରାକ୍ ମିଳିଛି । କାର୍‌ ମାଲିକଙ୍କ ନାଁ ସଜ୍ଜଦ ଭଟ୍ଟ । ତା ଘର ଅନନ୍ତନାଗ ଜିଲ୍ଲାର ବିଜବେହରାରେ ବୋଲି ଜଣାପଡ଼ିଛି । ଆତଙ୍କବାଦୀ ଆକ୍ରମଣ ପରଠୁ…