Browsing Tag

nimki neempur ru naveen niwash

ଫ୍ଲୋରକୁ ଆସିଲା ନିମକି ଫିଲ୍ମ ଟ୍ରେଲର, ରହିଛି ନିମପୁରରୁ ନବୀନ ନିବାସ ପହଞ୍ଚିବା କାହାଣୀ

ଭୁବନେଶ୍ବର (କେନ୍ୟୁଜ୍) : ରିଲିଜ ହେଲା ନିମକି, ନିମପୁରରୁ ନବୀନ ନିବାସ ସିନେମାର ଟ୍ରେଲର। ପୂର୍ବରୁ ଏହାର ପୋଷ୍ଟର ରିଲିଜ୍ ହୋଇଥିଲା। ନାରୀ କୈନ୍ଦ୍ରିକ ସିନେମା ଉପରେ ଆଧାରିତ ଏହି ସିନେମାର ଲିଡ୍ ରୋଲରେ ଅଛନ୍ତି, ବର୍ଷା ପ୍ରିୟଦର୍ଶିନୀ। ପ୍ରାୟ ବର୍ଷେ ବ୍ୟବଧାନ ପରେ ବଡ଼ ପରଦାରେ ପୁଣି…

ନିମକି, ନିମପୁରରୁ ନବୀନ ନିବାସର ଟିଜର ରିଲିଜ୍

ଆସୁଛି ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ । ନିମକି, ନିମପୁରରୁ ନବୀନ ନିବାସ। କଟକ ଓସିଏ କ୍ଲବରେ ଏହାର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା । ନିପଟ ମଫସଲ ଗାଁର ଝିଅ ନିମକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ନିମକିର ଆଦର୍ଶ । ସଚିବାଳୟ ହେଉ ଅବା…