Below header
Browsing Tag

nipah virus

ନିପା ଭାଇରସ୍‌ରୁ କିପରି ବଞ୍ଚିବେ, ଜାଣନ୍ତୁ ଏହାର ଲକ୍ଷଣ

ନିପା ଭାଇରସ୍‌ ଏକ ଜେନେଟିକ୍‌ ରୋଗ । ଯାହା ପଶୁଙ୍କ ଠାରୁ ମଣିଷଙ୍କୁ ହୋଇଥାଏ । ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ । ତେବେ କେରଳରେ ନିପା ଭାଇରସ୍‌ ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିପାଇଁ କେରଳର ହେଲଥ୍‌ ଡିପାର୍ଟମେଣ୍ଟ ଏହି ରୋଗକୁ…

କରୋନାଠାରୁ ୨୦ ଗୁଣ ଅଧିକ ବିପଜ୍ଜନକ ‘ନିପା ଭାଇରସ୍‌’, ମୃତ୍ୟୁହାର ୪୦ରୁ ୭୦ ପ୍ରତିଶତ

ସାରା ବିଶ୍ୱବାସୀ କରୋନା ଭାଇରସ୍‌ର ଆତଙ୍କ ଦେଖିଛନ୍ତି। ପରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭାଇରସ୍‌ ମଧ୍ୟ ଦେଖାଯାଇଥିଲା। ଏହି କ୍ରମରେ ଏବେ କେରଳରେ ନିପା ଭାଇରସ୍ ଦେଖିବାକୁ ମିଳିଛି। କେରଳର କୋଝିକୋଡ୍‌ରେ ଏହି ଭାଇରସ୍‌ ବ୍ୟାପିଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ…

କେରଳରେ ନିପା ଭାଇରସ ଆତଙ୍କ, ସପ୍ତାହେ ଯାଏ ସ୍କୁଲ କଲେଜ ବନ୍ଦ

ନୂଆଦିଲ୍ଲୀ : କେରଳ ନିପା ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଏବେ ସରକାର ଓ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ନିକଟରେ ଦୁଇଜଣ ରୋଗୀଙ୍କ…

କେରଳରେ ନିପା ଭାଇରସ ବୃଦ୍ଧିକୁ ନେଇ କର୍ଣ୍ଣାଟକ ସତର୍କ, ଜରୁରୀ ନଥିଲେ ପ୍ରଭାବିତ ଅଞ୍ଚଳ ନ ଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ନିପା ଭାଇରସକୁ ନେଇ କର୍ଣ୍ଣାଟକରେ ଆଲର୍ଟ । କେରଳରେ ନିପା ଭୂତାଣୁ ସଂକ୍ରମଣ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକରେ ସର୍କୁଲାର ଜାରି କରାଯାଇଛି । କେରଳରେ ଆଉ ଜଣେ ସଂକ୍ରମିତଙ୍କୁ ମିଶାଇ ଓ ସଂକ୍ରମିତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । କୋଝିକୋଡ଼ରେ ଅବଜରଭେସନରେ ଥିବା…

କେରଳ: କୋଝିକୋଡ୍‌ରେ ନିପା ଭାଇରସ୍‌ରେ ପୁଣି ୫ ସଂକ୍ରମିତ, ଦୁଇ ଦିନ ପାଇଁ ବନ୍ଦ ରହିବ ସ୍କୁଲ

କେରଳର କୋଝିକୋଡ୍‌ରେ ନିପା ଭାଇରସ ଦ୍ରୁତ ଗତିରେ ବଢି ଚାଲିଛି । ଏହି ଭାଇରସ ଯୋଗୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ମୃତକଙ୍କ ପରିବାର ଏଥିରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁଣି ବୁଧବାର ନିପା ଭାଇରସର ୫ଟି ମାମାଲା ସାମ୍ନାକୁ ଆସିଛି । ଏଥିପାଇଁ କୋଝିକୋଡ୍…

କେରଳରେ ପୁଣି ନିପା ଭାଇରସ, ଜାରି ହୋଇଛି ଆଲର୍ଟ

କେରଳରେ ପୁଣି ନିପା ଡର। କୋଝିକୋଡ୍ ରେ ଜାରି ହୋଇଛି ଆଲର୍ଟ। ଏକ ଘରୋଇ ହସ୍ପିଟାଲରେ, ଜ୍ବରରେ ଦୁଇ ଜଣଙ୍କ ମୃତ୍ୟ ପରେ କେରଳ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ ଜାରି କରିଛି। ମୃତକଙ୍କ ସମ୍ପର୍କୀୟ ଏବେ ଆଇସିୟୁରେ ଅଛନ୍ତି। ସନ୍ଦେହ କରାଯାଉଛି, ନିପା ସଂକ୍ରମଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏ…

କେରଳ: ‘ନିପା ଭାଇରସ୍’ ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ: ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

କୋଝିକୋଡ: ସାରା ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । ଆଉ ଅନ୍ୟପଟେ ଅନେକ ପ୍ରକାର ଭୂତାଣୁ, ଗୋଟିଏ ପରେ ଗୋଟିଏ ହୋଇ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ ନିପା ଭାଇରସ୍ ନାମକ ଏକ ଘାତକ ଭୂତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ବାଳକ ପ୍ରାଣ ହରାଇଛି । ବାଳକ ଜଣକ…

ପୁଣି ଫେରିଛି ନିପା ଭାଇରସ୍‌, କେରଳରେ ଚିହ୍ନଟ ହୋଇଛି ରୋଗୀ

ଭୟାନକ ନିପା ଭାଇରସ ଭାରତରେ ପୁଣି ପ୍ରବେଶ କରିଛି। ଏନେଇ କେରଳରେ ପ୍ରଥମ ରୋଗୀ ଚିହ୍ନଟ କରାଯାଇଛି। କୋଚିରେ ୨୩ବର୍ଷର ଏକ ଛାତ୍ର ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହେବା ପରେ ତାର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେ ନିପା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ରାଜ୍ୟର ସ୍ୱାସ୍ଥ୍ୟା ମନ୍ତ୍ରୀ…