ନବୀନଙ୍କୁ ଟାର୍ଗେଟ୍ କଲେ ନିରଞ୍ଜନ : କହିଲେ, ବିଜେପି-ବିଜେଡି ମଧ୍ୟରେ ନିବିଡ଼ ସଂପର୍କ
ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ବିଜେଡିକୁ ଭୋଟ୍ ଦେବା ଯାହା ବିଜେପିକୁ ଭୋଟ୍ ଦେବା ସେୟା । ପିସିସି ସଭାପତି, ନିରଞ୍ଜନ ପଟ୍ଟନାୟକ ଏହା କହି ବିଜେଡି ଓ ନବୀନଙ୍କୁ ସିଧା ଟାର୍ଗେଟ୍ କରୁଛନ୍ତି । କିନ୍ତୁ ପରୋକ୍ଷରେ ସେ ଆଣ୍ଟି ବିଜେପି ଭୋଟ୍କୁ କଂଗ୍ରେସ ଆଡକୁ ଆକୃଷ୍ଟ ପାଇଁ ଚେଷ୍ଟା…