Browsing Tag

niranjan pattanaik

ହସପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାସ୍ଥ୍ଯବସ୍ଥା ସ୍ଥିର

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସକାଳେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ଶୋକସଭାରେ ଯୋଗ ଦେବା ପରେ ଶ୍ରୀ ପଟ୍ଟନାୟକ ଅସୁସ୍ଥତା ଅନୁଭବ କରିଥିଲେ।…

‘ମୁଁ ଛୋଟ ପିଲାଙ୍କ କଥାକୁ ଗୁରୁତ୍ୱ ଦିଏନାହିଁ’: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କଂଗ୍ରେସ ନେତା ଇତିଶ ପ୍ରଧାନଙ୍କ ବିଷୋଦଗାର ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ‘ସେ ଛୋଟ ପିଲାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତିନାହିଁ । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀକୁ କଂଗ୍ରେସ ଧୁମଧାମରେ ପାଳନ କରିବ । ପାର୍ଟିର ପ୍ରଚାର ଓ…

ଝିଅ ବିବାହ ବେଳେ ଉପହାର ଦେବ ରାଜ୍ୟ କଂଗ୍ରେସ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କୁ ଦେବ ବିବାହ ଗିଫ୍ଟ। ଝିଅ ବିବାହ ବେଳେ ଉପହାର ବ୍ୟବସ୍ଥା କରିବ କଂଗ୍ରେସ। ଆଗାମୀ ନିର୍ବାଚନ ଇସ୍ତାହାରରେ ଏଭଳି ପ୍ରସ୍ତାବ ନେଇ ବିଚାରବିମର୍ଶ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଝିଅ ବିବାହ ବେଳେ…

ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିଜେଡି ଗଢିଛି ବିଜୁ ଯୁବ ବାହିନୀ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର,(କେନ୍ଯୁଜ୍) : ବିଜୁ ଯୁବବାହିନୀରେ ନିଯୁକ୍ତି ଓ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବିଜେଡି ଗଢିଛି ବିଜୁ ଯୁବ ବାହିନୀ । ବିଜୁ ବାବୁଙ୍କ ନାଁକୁ ନେଇ ରାଜନିତୀ କରୁଛି ଦଳ । ବିଜୁ ଯୁବବାହିନୀରେ…

ଭଦ୍ରକ : ଆରଡ଼ିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭଦ୍ରକ : ଆରଡ଼ିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା । ଭଦ୍ରକ ଚାନ୍ଦବାଲି ଗସ୍ତରେ ଆସିଥିବା ନିରଞ୍ଜନଙ୍କୁ ଚାନ୍ଦବଲି ବ୍ଲକ୍‌ କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କ ସହ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ମଧ୍ୟ ଥିଲେ । ସେମାନଙ୍କୁ ଏକ…

ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ : ପିସିସି ସଭାପତି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେହପରି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।…