‘ମୁଁ ଛୋଟ ପିଲାଙ୍କ କଥାକୁ ଗୁରୁତ୍ୱ ଦିଏନାହିଁ’: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କଂଗ୍ରେସ ନେତା ଇତିଶ ପ୍ରଧାନଙ୍କ ବିଷୋଦଗାର ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ‘ସେ ଛୋଟ ପିଲାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତିନାହିଁ । ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମବାର୍ଷିକୀକୁ କଂଗ୍ରେସ ଧୁମଧାମରେ ପାଳନ କରିବ । ପାର୍ଟିର ପ୍ରଚାର ଓ ପ୍ରସାର ନେଇ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ନିରଞ୍ଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.