ଆଳିରେ ଡେଙ୍ଗୁ ଆତଙ୍କ, ୨ସପ୍ତାହରେ ୨୫ରୁ ଅଧିକ ଲୋକ ଆକ୍ରାନ୍ତ

କେନ୍ଦ୍ରାପଡ଼ା (କେନ୍ୟୁଜ୍): ଆଳି ବ୍ଳକ ବରାଡ଼ିଆ ପଞ୍ଚାୟତରେ ଡେଙ୍ଗୁ ଆତଙ୍କ । ଗତ ୨ସପ୍ତାହ ମଧ୍ୟରେ ୨୫ରୁ ଅଧିକ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ଜଣଙ୍କର ଜୀବନ ଗଲାଣି । ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସଚେତନତା ଅଭାବ ଯୋଗୁ ଡେଙ୍ଗୁ ବ୍ୟାପୁଥିବା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.