ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହେଲା ଉଦ୍ୟମ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲା ଦୋଷୀ ବିନୟ…
ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ । ଫାଶୀ ଘୁଞ୍ଚାଇବାକୁ ୪ ଜଣ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ରାଜକ୍ଷମ ଆବେଦନ ଖାରଜ କରିଥିଲେ । ତେବେ ମସିଂ ପିଟିସନ…