Browsing Tag

nishant agarwal

ପୁଣି ଜଣେ ଦେଶଦ୍ରୋହୀ ଗିରଫ : ଭାରତୀୟ ହୋଇ ପାକିସ୍ତାନକୁ ଦେଉଥିଲେ ବ୍ରହ୍ମୋସ୍ ମିଶାଇଲର ଗୁପ୍ତ ତଥ୍ୟ

ପେଶାରେ ବୈଜ୍ଞାନିକ । ଡିଆରଡିଓରେ କାର୍ଯ୍ୟରତ । କିନ୍ତୁ ହିନ୍ଦୁସ୍ତାନୀ ହୋଇ ପାକିସ୍ତାନର ଆଇଏସ୍‌ଆଇ ପାଇଁ ଗୁପ୍ତଚର କାମ କରୁଥିଲେ । ଦେଉଥିଲେ ଗୁପ୍ତ ତଥା ସୁରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏଭଳି ଜଣେ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ଆତଙ୍କୀ ନିରୋଦ୍ଧୀ…