Browsing Tag

no

ପୃଥିବୀର ଏପରି ୫ଟି ଦେଶ ଯାହାର ନିଜର ସେନା ନାହିଁ, କେମିତି ହୋଇଥାଏ ସୀମାର ସୁରକ୍ଷା ଜାଣିବେ ଆସନ୍ତୁ

ସାଧାରଣତଃ କୌଣସି ଦେଶର ସୁରକ୍ଷା ଦାୟିତ୍ୱ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଦେଶର ସୀମାନ୍ତରେ ଦେଶର ସେନା ସୁରକ୍ଷା ଦାୟିତ୍ୱରେ ରହୁଥିବା ବେଳେ ଭିତର ଭାଗରେ ପୋଲିସ ସୁରକ୍ଷା ଯୋଗାଇଥାନ୍ତି। ଦେଶ ଗୁଡିକ ମଧ୍ୟ ନିଜ ସୁରକ୍ଷାର ସ୍ତର ବଢାଇବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। କିନ୍ତୁ ଆପଣ…