Browsing Tag

no bridge no vote

ପୋଲ ନାହିଁ ତ ଭୋଟ ନାହିଁ: ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇଲେ ଗ୍ରାମବାସୀ

ବାରିପଦା(କେନ୍ଯୁଜ୍): ପୋଲ ନାହିଁ ତ ଭୋଟ ନାହିଁ । ପ୍ରାର୍ଥୀଙ୍କୁ ଚରମ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ମୟୂରଭଞ୍ଜ କପ୍ତିପଦା ବ୍ଲକ ଦେବାନବାହାଳି ପଂଚାୟତର ଶିରିଆପାଳ ଗ୍ରାମବାସୀ ଏଥର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗାଁରେ ୬୦ରୁ ଉର୍ଦ୍ଧ୍ୱ ପରିବାର ରହନ୍ତି । ଡାକ୍ତରଖାନା…

ପୋଲ ହେଲାନି, ଭୋଟ୍‌ ଦେବୁନି : ଜାଣନ୍ତୁ କିଏ ନେଲା ଏହି ନିଷ୍ପତ୍ତି

ମୟୂରଭଞ୍ଜ : ପୋଲ ହେଲାନି, ଭୋଟ୍‌ ଦେବୁନି । ନଦୀ ଉପରେ ବ୍ରିଜ୍‌ ନିର୍ମାଣ ହୋଇ ନପାରିବାରୁ ଭୋଟ୍‌ ବର୍ଜନ ପାଇଁ ନିଷ୍ପତ୍ତି। ଏଭଳି ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଳକ କୁଣ୍ଡାବାଇ ପଞ୍ଚାତୟବାସୀ। ଲୋକ ଅଭିଯୋଗ ହୋଇଛି, କୁଣ୍ଡାବାଇ ପଞ୍ଚାୟତର ବାଲମା, ତଳବାଲମା ଓ ମାତକାମବିର…