Below header
Browsing Tag

novak djokovic

ୟୁଏସ ଓପନ ୨୦୨୩: ୨୪ ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଲେ ନୋଭାକ୍ ଜୋକୋଭିକ୍

ନୋଭାକ ଜୋକୋଭିକ ଡାନିଏଲ ମେଦଭେଦଙ୍କୁ ସିଧା ସେଟରେ ହରାଇ ଚତୁର୍ଥ ୟୁଏସ୍ ଓପନ ଜିତିଛନ୍ତି । ୨୪ ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ନିଜ ନାମରେ କରିଛନ୍ତି । ନୋଭାକ ଦୁଇ ବର୍ଷ ତଳେ ଫାଇନାଲରେ ନିଜ ପରାଜୟର ପ୍ରତିଶୋଧ ନେଇଛନ୍ତି । ଜୋକୋଭିକ୍(୩୬ ବର୍ଷ), ୬-୩, ୭-୬ (୭/୫), ୬-୩ ସେଟରେ ଜିତିଥିଲେ ଏବଂ…

ମ୍ୟାଚ୍‌ ହାରିବା ପରେ ରାଗରେ ଟେନିସ ର‍୍ୟାକେଟ୍‌ ଭାଙ୍ଗିଦେଲେ ଜୋକୋଭିକ୍‌, ଭିଡିଓ ଭାଇରଲ

ବିଶ୍ୱର ନଂ ୧ ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ୨୪ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଭାଙ୍ଗିଯାଇଛି । ସ୍ପେନର ଯୁବ ଖେଳାଳି କାଲୋର୍ସ ଆଲକାରାଜ ଓ୍ଵିମ୍ବଲଡନ ୨୦୨୩ ଟାଇଟଲ ଜିତି ଜୋକୋଭିକଙ୍କ ସ୍ୱପ୍ନ ଭାଙ୍ଗିଦେଇଥିଲେ । ଓ୍ଵିମ୍ବଲଡନ ୨୦୨୩ ଫାଇନାଲରେ ୫ ଘଣ୍ଟା ଖେଳରେ ପ୍ରଥମ ସେଟ ଜୋକୋଭିକ…

କାର୍ଲୋସ ଆଲକାରାଜ ଜିତିଲେ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି, ଜୋକୋଭିକଙ୍କୁ ହରାଇ କଲେ ରେକର୍ଡ

୨୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । ଫାଇନାଲରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟାର ଖେଳାଳି ନୋଭାକ ଜୋକୋଭିକଙ୍କ ରେକର୍ଡକୁ…

ଜୋକୋଭିକ୍‌ ରଚିଲେ ଇତିହାସ, ନାଡାଲଙ୍କୁ ପଛରେ ପକାଇ ତୃତୀୟ ଥର ପାଇଁ ଜିତିଛନ୍ତି ଫ୍ରେଞ୍ଚ ଓପନ ଟାଇଟଲ

ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲରେ ଇତିହାସ ରଚିଛନ୍ତି ସର୍ବିଆର ଟେନିସ ତାରକା ନୋଭକ ଜୋକୋଭିକ୍‌ । ସେ ଜବରଦସ୍ତ ପ୍ରଦର୍ଶନ କରି ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଏହାସହିତ ଜୋକୋଭିକ୍‌ ତୃତୀୟ ଥର ପାଇଁ ପ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ଏହି ବିଜୟ…

ଜୋକୋଭିକଙ୍କ ଭିସା ରଦ୍ଦ, କେମିତି ଖେଳିବେ ଅଷ୍ଟ୍ରେଲିଆ ଓପନ ?

ବିଶ୍ୱର ନଂ ୧ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ପାଇଁ ଅନୁମତି ଦିଆନଯାଇ ବିତାଡିତ କରାଯାଇଛି। ଏଥିପାଇଁ ତାଙ୍କୁ ବିମାନ ବନ୍ଦରରେ ୮ ଘଣ୍ଟା ରଖାଯାଇଥିଲା। ଜୋକୋଭିକ୍‌ ଅଷ୍ଟ୍ରେଲିଆରେ ପ୍ରବେଶ କରିବା ପାଇଁ ସର୍ତ୍ତ ପୂରଣ କରୁନଥିବାରୁ ତାଙ୍କ ଭିସାକୁ ବାତିଲ…

ଋଷର ଡାନିଲ୍ ମେଡଭେଡେଭ୍ ଜିତିଲେ ୟୁଏସ ଓପନ ଟାଇଟଲ, ଅଧା ରହିଗଲା ବିଶ୍ବର ନଂ ୧ ଖେଳାଳି ଜୋକୋଭିକଙ୍କ ସ୍ବପ୍ନ

ଋଷର ଡାନିଲ୍ ମେଡଭେଡେଭ୍ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋବାକ ଜୋକୋଭିକଙ୍କ ୨୧ ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ୱପ୍ନ ଚୁରମାର କରିଦେଇଛନ୍ତି। ଜୋକୋଭିକ୍ ରବିବାର ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ପରାଜୟର ସାମ୍ନା କରିଛନ୍ତି । ଋଷର ଡାନିଲ୍ ମେଡଭେଡେଭ୍ ଜୋକୋଭିକଙ୍କୁ ପରାସ୍ତ କରି ପ୍ରଥମ ଥର…

ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଫାଇନାଲ ଜିତିଲେ ନୋଭାକ୍‌ ଜୋକୋଭିକ୍‌, ନିଜ ନାମରେ କଲେ ୨୦ ତମ ଗ୍ରାଣ୍ଡସ୍ଳାମ

ଓ୍ବାର୍ଲଡ୍‌ ନମ୍ବର ଓ୍ବାନ୍‌ ସର୍ବିଆନ ଟେନିସ୍‌ ପ୍ଲେୟର ନୋଭାକ୍‌ ଜୋକୋଭିକ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବଲଡନ୍‌ ଫାଇନାଲ ଜିଣିଛନ୍ତି । ରବିବାର ଫାଇନାଲରେ ସେ ଇଟାଲୀର ମେଟିଓ ବେରେଟିନିଙ୍କୁ ୬-୭, ୬-୪, ୬-୪, ୬-୩ରେ ହରାଇଛନ୍ତି। ଏହା ତାଙ୍କର ୬ ଓ୍ବିମ୍ବଲଡନ ଫାଇନାଲ୍‌ ହୋଇଥିବା ବେଳେ ୨୦ ତମ…

ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ନୋଭାକ ଜାକୋଭିକ୍, ମିଲିଲା କ୍ଯାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ଫ୍ରେଞ୍ଚ ଓପନ ୨୦୨୧ର ଟାଇଟଲ୍ ଜିତିଲେ ବିଶ୍ୱର ନମ୍ବର ୱାନ ଟେନିସ୍ ଖେଳାଳି ନୋଭାକ ଜାକୋଭିକ୍। ଫାଇନାଲ୍‌ରେ ଷ୍ଟେଫାନୋସ୍ ସିଟସିପାସଙ୍କୁ ହରାଇ କ୍ୟାରିଅରର ୧୯ତମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି । ତେବେ ଏଥିପାଇଁ ଜୋକଭିକ୍‌ଙ୍କୁ ଷ୍ଟେଫାନୋସ୍ ସିଟସିପାସଙ୍କ ମଧ୍ୟରେ କଡ଼ା ଟକ୍କର…

ରାଗରେ ଲାଇନ ଜଜଙ୍କୁ ବଲ୍‌ ମାରିଲେ ବିଶ୍ୱର ନଂ୧ ଟେନିସ ଖେଳାଳି ଜୋକୋବିଚ୍‌, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ସମୟରେ ଖେଳାଯାଉଥିବା ୟୁଏସ୍‌ ଓପନରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଟେନିସର ଏକ ନମ୍ବର ଖେଳାଳି ନୋବାକ୍ ଜୋକୋବିଚଙ୍କୁ ୟୁଏସ୍ ଓପନରୁ ବାହାର କରାଯାଇଛି । ୟୁଏସ ଓପନରୁ ତାଙ୍କୁ ବାହାର କରିବାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ । ଲାଇନ୍ ଜଜଙ୍କୁ ବଲ…