ଦ୍ବିତୀୟ ଦିନରେ ଶପଥ ନେବେ ୪୫ ନବ ନିର୍ବାଚିତ ବିଧାୟକ, ଆସନ୍ତାକାଲି ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର (କେନ୍ୟୁଜ); ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ଦ୍ବିତୀୟ ଦିନରେ ଶପଥ ନେବେ ଆଉ ନବ ନିର୍ବାଚିତ ୪୫ ବିଧାୟକ । ଦାଖଲ ହେବ ବାଚସ୍ପତି ପଦ ପାଇଁ ନାମାଙ୍କନ । ଆସନ୍ତାକାଲି ରହିଛି ବାଚସ୍ପତି ନିର୍ବାଚନ। ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ପଦ…