Browsing Tag

oca secretary

SCBରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ ବେହେରା, ବେଲ ପରେ କଟକ ବଡ ମେଡିକାଲରେ ହୋଇଥିଲେ ଆଡମିଟ୍

କଟକ(କେନ୍ୟୁଜ୍): SCBରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ ବେହେରା। ପୂର୍ବତନ ଓସିଏ ସମ୍ପାଦକ ତଥା ଅଲମ୍ପିକ ଆସୋସିଏସନର ସମ୍ପାଦକ ଆର୍ଶୀବାଦ ବେହେରାଙ୍କୁ ଓଡିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଏସସିବି ମେଡିକାଲରୁ ବାହାରିଛନ୍ତି ଆର୍ଶୀବାଦ। ମୁକୁଳିବା ପରେ ସତ୍ୟ ଓ ଧର୍ମର ଜୟ…

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ବେଲ୍‌, ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ବେଲ୍‌। ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ସର୍ତ୍ତ ରହିଛି, ଦେଢ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି। ସର୍ତ୍ତ ରହିଛି, ପାସ୍‌ପୋର୍ଟ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ନିକଟରେ…

OCA ସମ୍ପାଦକ ଭାବରେ ଦାୟିତ୍ୱ ନେଲେ ସଞ୍ଜୟ ବେହେରା, ଓସିଏର ସମସ୍ୟା ଦୂର ସହ କ୍ରିକେଟରେ ଉନ୍ନତି ପାଇଁ କାମ କରିବାକୁ…

କଟକ(କେନ୍ୟୁଜ୍): ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସମ୍ପାଦକ ଭାବରେ ଦାୟିତ୍ୱ ନେଇଛନ୍ତି ସଞ୍ଜୟ ବେହେରା। ତାଙ୍କ ସହ ସଭାପତି ଭାବରେ ପଙ୍କଜ ଲୋଚନ ବେହେରା ବି ବିଧିବଦ୍ଧ ଭାବରେ ଦାୟିତ୍ୱ ସମ୍ଭାଳିଛନ୍ତି। ସଞ୍ଜୟ ବେହେରା କହିଛନ୍ତି, ଓସିଏରେ ଥିବା ସମସ୍ୟା ଦୂର କରିବା ସହ କ୍ରିକେଟରେ ଉନ୍ନତି…

ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ, ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର(କେନ୍ୟୁଜ୍): ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଅବଜରଭେସନରେ ରଖାଯାଇଛି । ତାଙ୍କର ବିଭିନ୍ନ ଟେଷ୍ଟ ହୋଇଛି…