Below header
Browsing Tag

odia actor mihir das

ଆଜି ସ୍ୱର୍ଗତ ମିହିର ଦାସଙ୍କ ଜୟନ୍ତୀ, କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ତାଙ୍କ ମାଟିର ପ୍ରତିମୂର୍ତ୍ତି

କଟକ(କେନ୍ଯୁଜ୍): ମାଟିରେ ମିହିର । କଟକର ଶିଳ୍ପୀ କୁମ୍ଭାର ସାହିରେ ଅନାବରଣ ହେଲା ଅଭିନେତା ସ୍ୱର୍ଗତ ମିହିର ଦାସଙ୍କ ମାଟିର ପ୍ରତିମୂର୍ତ୍ତି । ଆଜି ମିହିରଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ମୃଣ୍ମୟ ଶିଳ୍ପୀ ସଂଘର କାରିଗରମାନେ ତାଙ୍କୁ ଦେଇଛନ୍ତି ନିଜ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ଓଲିଉଡର…

କଟକ ସତୀଚୌରା ଶ୍ମଶାନରେ ଆଜି ମିହିର ଦାସଙ୍କ ହେବ ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯ ଗାର୍ଡ ଅଫ୍‌ ଅନର

କଟକ (କେନ୍ଯୁଜ୍): ଆଜି ମିହିର ଦାସଙ୍କ ହେବ ଶେଷକୃତ୍ୟ । କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ । ଗତକାଲି ସିନେଜଗତର ବହୁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକ ମିହିର ଦାସଙ୍କ ଶେଷ ଦର୍ଶନ କରିବା ସହ…

ମିହିର ଦାସଙ୍କ ବାୟୋଗ୍ରାଫିରେ ଭୁଲ ତଥ୍ୟ ଦେଲା ଓ୍ଵିକିପିଡିଆ, ସିନେପ୍ରେମୀଙ୍କ ମଧ୍ୟରେ ଉଦବେଗ

ଭୁବନେଶ୍ବର(କେନ୍ଯୁଜ୍): ଓ୍ଵିକିପିଡିଆରେ ଭୁଲ ତଥ୍ୟ । ମିହିର ଦାସଙ୍କ ବାୟୋଗ୍ରାଫିରେ ଭୁଲ ତଥ୍ୟ ଦେଇଛି ଓ୍ଵିକିପିଡିଆ । ଓ୍ଵିକିପିଡିଆରେ ଏଭଳି ଭୁଲ ତଥ୍ୟକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉଦବେଗ । କାହିଁକି ଏଭଳି ଭୁଲ ତଥ୍ୟ ଦିଆଯାଇଛି ବୋଲି ପ୍ରଶ୍ନ ଉଠିଛି ? ଓ୍ଵିକିପିଡିଆରେ କିଏ ଏଭଳି…

ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ଯାବସ୍ଥାରେ ଆସୁଛି ସୁଧାର, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଓଡିଶା

ଭୁବନେଶ୍ବର(କେନ୍ଯୁଜ୍): ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ, ଏହି ଖବର ଏବେ ଓଡିଆ ଫିଲ୍ମ ଜଗତରେ ସବୁଠି ଆଲୋଚନାର ବିଷୟ ପାଲଟିଛି। କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା…