Below header
Browsing Tag

odia labourers

ଟନେଲ ଭିତରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ , କହିଲେ ‘ଆମେ ସମସ୍ତେ ଭଲ ଅଛୁ’

(କେନ୍ୟୁଜ): ଧ୍ବଂସ ଟନେଲ ଭିତରୁ ଓଡ଼ିଆରେ କହିଲେ ଶ୍ରମିକ। ଟନେଲ ଭିତରୁ ଶୁଭିଲା ଓଡ଼ିଆ ଶ୍ରମିକଙ୍କ ସ୍ବର। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଆସିଲା ପ୍ରଥମ ବାର୍ତ୍ତା। ପରିବାର ଲୋକଙ୍କୁ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି । ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ…

ଆନ୍ଧ୍ରପ୍ରଦେଶ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ, ୧୪ ଆହତ ୨ ଗୁରୁତର

ଅନୁଗୁଳ(କେନ୍ୟୁଜ): ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ପଲାସାରୁ ୧୫ଜଣ ଶ୍ରମିକ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ଶ୍ରମିକମାନେ ପଲାସାରୁ ଚାଲି ଚାଲି…

ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ, ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ…

ଭୁବନେଶ୍ୱର; ଟ୍ରେନ୍‌ରେ ଓଡ଼ିଶା ଆସିବେ ପ୍ରବାସୀ । ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ପ୍ରବାସୀଙ୍କୁ ନେଇ ଓଡ଼ିଶା ଆସିବ ଟ୍ରେନ୍‌ । ଆନ୍ଧ୍ରପ୍ରଦେଶ, ତାମିଲନାଡଉ, ଗୁଜରାଟର ମହମ୍ମଦାବାଦ ଓ ସୁରତରୁ ଟ୍ରେନ୍‌ ଆସିବ । ଆସନ୍ତାକାଲି ଟ୍ରେନ୍‌ ଏହି ସବୁ ରାଜ୍ୟରୁ ବାହାରିବ । ଏନେଇ ସୂଚନା…

ଭିଡିଓରେ ଦୁଃଖ ବଖାଣିଲେ ତାମିଲନାଡୁରେ ଫସି ରହିଥିବା ଓଡ଼ିଆ ଶ୍ରମିକ

କେନ୍ୟୁଜ: ତାମିଲନାଡୁରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ । ଏକ କମ୍ପାନୀରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ସେମାନେ ବାହାରକୁ ବାହାରି ପାରୁନାହାନ୍ତି । ବାହାରକୁ ଆସିଲେ ସେମାନଙ୍କୁ ନିର୍ଯାତନା ଦିଆଯିବା ସହ ମାଡ ମରାଯାଉଥିବା ଅଭିଯୋଗ ହୋଇଛି । ଏଭଳି କିଛି ଭିଡିଓ ହସ୍ତଗତ ହୋଇଛି ।