ଶେଷରେ ହାର୍ ମାନିଲା ଛତିଶଗଡ଼, ନବରଙ୍ଗପୁର ଖପରାଡ଼ିହି ଗାଁରେ ବସାଇଥିବା ଅସ୍ଥାୟୀ ଟୋଲ୍ ଗେଟ୍ ହଟାଇଲା
ନବରଙ୍ଗପୁର : ହାର୍ ମାନିଲା ଛତିଶଗଡ଼ । ଶେଷରେ ଓଡ଼ିଶା ସୀମାରୁ ଅସ୍ଥାୟୀ ଟୋଲ୍ ଗେଟ୍ ହଟାଇ ନିଜ ସୀମାକୁ ସ୍ଥାନାନ୍ତର କରିଛି । ଓଡିଶା ଧାନ ଜଗିବାକୁ ବାହାନା କରି ଓଡ଼ିଶା ସୀମା ଭିତରକୁ ଧସେଇ ପଶିଥିଲା ଛତିଶଗଡର ଦେଓଭଗ ପ୍ରଶାସନ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ ଖପରାଡ଼ିହି ଗାଁ ଭିତରକୁ…