Below header
Browsing Tag

odisha govt

ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଲେ ସୃଜନଶୀଳ ପଦକ୍ଷେପ, ଆରମ୍ଭ କଲେ “ମୋ ପ୍ରତିଭା’…

ଲକଡାଉନ ସମୟରେ ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଇଛନ୍ତି ସୃଜନଶୀଳ ପଦକ୍ଷେପ । ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀଙ୍କୁ କାମରେ ନିଯୋଜିତ ରଖିବା ପାଇଁ ସରକାରସରକାର ଟ୍ୱିଟ୍‍ କରି ଜଣାଇଛନ୍ତି । କ୍ରୀଡା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ମୋ ପ୍ରତିଭା ଅନଲାଇନ…

ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ସାରା ରାଜ୍ୟରେ କଡାକଡି ଭାବେ ପାଳନ ହେବ ଏହି ନିୟମ

ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା । ସାରା ରାଜ୍ୟରେ କଡାକଡି ଭାବେ ଏହି ନିୟମ ପାଳନ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କାଶ କିମ୍ବା ଛିଙ୍କିବା ବେଳେ ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର…

କରୋନା ମୁକାବିଲା ନେଇ ରାଜ୍ୟରେ ବସ୍‌ ସେବା ଉପରେ ଲାଗିଲା କଟକଣା, ଆଜି ଦିନ ୧୧ଟାରୁ ଗଡ଼ିବନି ଯାତ୍ରୀବାହୀ ବସ୍‌

ଭୁବନେଶ୍ବର: କରୋନା ମୁକାବିଲା ନେଇ ରାଜ୍ୟରେ ବସ୍‌ ସେବା ଉପରେ ଲାଗିଲା କଟକଣା । ଗତକାଲି ଅନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ରୋକ୍‌ ଲାଗିଥିବାବେଳେ ଆଜି ଦିନ ୧୧ଟାରୁ ରାଜ୍ୟବ୍ୟାପୀ ଗଡ଼ିବନି ଯାତ୍ରୀବାହୀ ବସ୍‌ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ…

ମହଙ୍ଗା ପଡ଼ିଲା ଦୁର୍ନୀତି, ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(କେନ୍ୟୁଜ୍):  ମହଙ୍ଗା ପଡ଼ିଲା ଦୁର୍ନୀତି। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ଢେଙ୍କାନାଳରେ ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ- OTESରେ କାର୍ଯ୍ୟରତ RTO ବସନ୍ତ ବେହେରା ଓ ଡେପୁଟୀ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ।…

ଆଜିଠୁ ଆରମ୍ଭ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ବଲାଙ୍ଗିର(କେନ୍ଯୁଜ୍) : ଆଜିଠୁ ଲାଗୁ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡାରେ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାଦ୍ୱାରା ଏନଏଫଏସଏରୁ ବାଦ୍‌ ପଡ଼ିଥିବା ରାଜ୍ୟର ୨୫…