Below header
Browsing Tag

odisha teachers

ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତିରେ ସଂଶୋଧନ ଆଣିଲେ ସରକାର, ଜିଲ୍ଲାପରିଷଦ କରିବ ନିଯୁକ୍ତି

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସଂଶୋଧନ ଆଣିଲେ ସରକାର | ଏଣିକି C B T କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ହେବ ନିଯୁକ୍ତି | ଜିଲ୍ଲାପରିଷଦ କରିବ ନିଯୁକ୍ତି | ଗଣ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି | ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନୁହନ୍ତି, ହେବେ କନିଷ୍ଠ ଶିକ୍ଷକ |…

ରାଜ୍ୟରେ ନିୟମିତ ହେବେ ଠିକା ଶିକ୍ଷକ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ନିୟମିତ ହେବେ ଠିକା ଶିକ୍ଷକ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟମିତ ହେବେ ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକ । ଏହାଦ୍ୱାରା ଉପକୃତ ହେବେ ୧୮ ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ। ଇନିସିଆଲ ଆପଏଣ୍ଟିରେ ଓଡ଼ିଶା ଗ୍ରୁପ…

ଏଣିକି ଷ୍ଟାଫ୍‌ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି, ଚାକିରି ପାଇବେ ୭୫୪୦ ଶିକ୍ଷକ

ଭୁବନେଶ୍ୱର(କେନ୍ୟୁଜ୍): ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ । ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍‌ଏସ୍‌ସି…

ଗୁରୁଦିବସରେ ଗୁରୁଙ୍କୁ ସମ୍ମାନ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଓଡିଶାରୁ ଜଣେ ଶିକ୍ଷକ ସମ୍ମାନିତ

ଗୁରୁ ଦିବସ ଅବସରରେ ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ସେମାନଙ୍କୁ ପୁରସ୍କୃତ କରାଯାଇଛି । କୋରାପୁଟ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ପବିତ୍ର ମୋହନ…