Browsing Tag

odraf team

ରାଜ୍ୟ ବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଓଡ୍ରାଫ୍ ଟିମ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ବ୍ୟାପୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ଓଡ୍ରାଫ୍ ଟିମ୍, ରାଜ୍ୟର ଯେଉଁ ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିଛି ସେହି ନିଆଁ ଲାଗିଥିବା ସ୍ଥାନକୁ ଯିବେ ଓଡ୍ରାଫ ଟିମ୍ । ରାଜ୍ୟ ସରକାର ଓଡ୍ରାଫ ଟିମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ…

ଫୋନରେ ଗପିଗପି ଆସି ମହାନଦୀକୁ ଡେଇଁଲେ ଯୁବତୀ, ଖୋଜୁଛି ଓଡ୍ରାଫ ଟିମ

ବାଙ୍କୀ (କେନ୍ୟୁଜ ବ୍ୟୁରୋ): ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଲେ ଯୁବତୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରେ। ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍‌…

ବିଦାୟ କୋଲକାତା: ଅମ୍ପାନ ପୁନଋଦ୍ଧାର କାର୍ଯ୍ୟ ସରିବା ପରେ ଓଡିଶା ଅଭିମୁଖେ ବାହାରିଲେ ଓଡ୍ରାଫ ଟିମ୍

କେନ୍ୟୁଜ୍ (ବ୍ୟୁରୋ): କଲିକତାକୁ ବିଦାୟ ଜଣାଇ ଓଡିଶା ଅଭିମୁଖେ ବହାରିଛନ୍ତି ୩୭୨ ଓଡ୍ରାଫ ଟିମ୍। ଏମାନେ ଗତ ୨୪ ତାରିଖରେ ଆମ୍ଫାନ ପୁନଋଦ୍ଧାର କାର୍ଯ୍ୟ ପାଇଁ କଲିକତା ଯାଇଥିଲେ। ସେଠାରେ କାମ ସମାପ୍ତ ପରେ ଆଜି ଓଡିଶାକୁ ଫେରିଛନ୍ତି। ଆଜି ରାତିରେ ସେମାନେ କଟକରେ ପହଞ୍ଚିବେ ଓ ପହଞ୍ଚିବା ପରେ…

ମାନବିକତାର ବଳିଷ୍ଠ ଉଦାହରଣ, ଶବକୁ କାନ୍ଧରେ ବୋହି ଦେଢ଼କିଲୋମିଟର ଚାଲିଲେ ଓଡ୍ରାଫ ଟିମ

ଜୟପୁର (କେନ୍ୟୁଜ): ଘଂଚ ଜଙ୍ଗଲ ରାସ୍ତା। ପାଦେ ପାଦେରେ ଵିପଦ। ଚାଲିବାକୁ ବି ରାସ୍ତା ନାହିଁ। ଆଉ ଏହାରି ମଧ୍ୟରେ ଦେଢ଼ କିଲୋମିଟର ଚାଲି ଚାଲି ଗୋଟିଏ ଶବକୁ ନଦୀରୁ ଉଦ୍ଧାର କରିଵା ପରେ ତାକୁ ଵୋହି ଗାଁକୁ ଆଣିଛନ୍ତି କୋରାପୁଟର ଓଡ୍ରାଫ ଟିମ ସଦସ୍ୟ। ଏହି ଚିତ୍ର ଏବେ ସାମ୍ନାକୁ ଆସିଵା ପରେ…