Browsing Tag

ojee exam

ଆସନ୍ତା ଜୁନ୍‌ ୮ ଓ ୯ରେ ହେବ OJEE ଅନ୍‌ଲାଇନ ପରୀକ୍ଷା

ଆସନ୍ତା ଜୁନ୍‌ ୮ ଓ ୯ରେ ହେବ OJEE ଅନ୍‌ଲାଇନ ପରୀକ୍ଷା । ପ୍ରଥମ ଥର ପାଇଁ OJEE ଅନ୍‌ଲାଇନ ପରୀକ୍ଷା କରାଯିବ । ଏଥିପାଇଁ ୮ଟି ସହରରେ ୨୪ଟି କେନ୍ଦ୍ର କରାଯାଇଛି । OJEE କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଗତ ଗତ ୧୮ତାରିଖରେ OJEE ଅଫଲାଇନ୍‌ ପରୀକ୍ଷା ହୋଇଥିଲା ।